ସନ୍ଦେଶଖାଲୀ-Sandeshkhali

6-4-24

ସନ୍ଦେଶଖାଲି    Sandeshkhali
ଦୁବୃତ୍ତକୁ କାହିଁକି ସୁରକ୍ଷା ଦେଉଛ
Why are you protecting the wicked ?  
https://www.facebook.com/photo/?fbid=847018350772905&set=a.468788888595855
ଇଡି ନଜରରେ ଶାହାଜାହାନର ଡାଏରୀ
Shah Jahan's Diary under ED’s scrutiny
https://www.facebook.com/photo/?fbid=847027964105277&set=a.468788888595855


5-4-2024

ସନ୍ଦେଶଖାଲି   Sandeshkhali
ସଂଦେଶଖାଲି ମାମଲାରେ ମମତା ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ସମାଲୋଚନା
High Court mercilessly criticizes Mamata government in Sandeshakhali case
https://www.facebook.com/viswasambadkendraodisha/posts/pfbid0ukRGzEKwZBcCdTLST3SV4aQ4ASx6zcbKYiLTeAevEnv8pyRw68AWhrTgftZisYu3l
ଶାହାଜାହାନର ଦୁଇ ବ୍ୟାଙ୍କ ଆକାଉଣ୍ଟ ଅଚଳ
Shahjahan's two bank accounts are deactivated
https://www.facebook.com/photo/?fbid=846438070830933&set=a.468788888595855
ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ ଦିଆଯିବ କଡାଦଣ୍ଡ : ପ୍ରଧାନମନ୍ତ୍ରୀ
Strong punishment will be given to the guilty of the Sandeshakhali case: Prime Minister
https://www.facebook.com/viswasambadkendraodisha/posts/pfbid0cQp684jB8TpYBJ4gRbrbwfg4zhpsK14hoeegtkAzesqgy5gqLkFGEHF8URz65oiKl



21-3-2024

ସର୍ବୋଚ୍ଚ ନ୍ୟାୟାଳୟରେ ଟିଏମ୍ ଏସ କୁ ଝଟକା

A blow to TMC in the Supreme Court













ସନ୍ଦେଶଖାଲି ଯିବା ବେଳେ ବନ୍ଧା ହେଲେ ପୂର୍ବତନ ବିଚାରପତି 26-2-2024

 କୋଲକାତା : ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ଅଶାନ୍ତି । ଏଠାକାର ପୀଡିତାଙ୍କୁ ଭେଟିବାକୁ ଯାଉଥିବା ପ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ଅଧାରେ ଅଟକାଇ ଦେଇଛି ପୁଲିସ । ବ୍ୟାପକ ହଙ୍ଗାମା ପରେ ପୁଲିସ ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଜଣେ ପୂର୍ବତନ ବିଚାରପତି ଓ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି । ପ୍ରକୃତରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟମାନେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାନ୍ଦେଶଖାଲିରେ ପୀଡିତଙ୍କୁ ଭେଟିଥାନ୍ତେ । କିନ୍ତୁ ସାନ୍ଦେଶଖାଲିରେ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଭୋଜେରହାଟ ଅଞ୍ଚଳରେ ଅଟକାଇଥିଲା । ସେଠାରେ ୧୪୪ ଧାରା ଲାଗୁ ହୋଇଥିବା କହି ଟିମ୍‌କୁ ଅଟକାଇଥିଲା ପୁଲିସ । ଏହାକୁ ବିରୋଧ କରି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାସ୍ତା ଉପରେ ଧାରଣାରେ ବସିଥିଲା । ବ୍ୟାପକ ଉତ୍ତେଜନା ପରେ ପୁଲିସ ଦଳର ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି । ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟଇମ୍‌ରେ ୬ ଜଣ ସଦସ୍ୟ ଅଛନ୍ତି । ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏଲ୍ ନରସିଂହ ରେଡ୍ଡୀ ଏହାର ନେତୃତ୍ୱ ନେଇଛନ୍ତି । ପୁଲିସ ଦ୍ୱାରା ଅଟକ ରଖାଯିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ଚାରୁ ବଲି ଖନ୍ନା କହିଛନ୍ତି, \'ଆମେ ସନ୍ଦେଶଖାଲି ଯାଉଥିଲୁ । କିନ୍ତୁ ଆମକୁ ଅଧାରାସ୍ତାରେ ଅଟକାଇ ଦିଆଯାଇଥିଲା । ପୁଲିସ ଜାଣିଶୁଣି ଆମକୁ ଅଟକାଇ ସମସ୍ୟା ସୃଷ୍ଟି କରୁଛି । ପୁଲିସ ଆମକୁ ପୀଡିତାଙ୍କୁ ଭେଟିବାକୁ ଦେଉନାହିଁ । ସେମାନେ କାହିଁକି ଏଭଳି ଆମକୁ ଅଟକାଉଛନ୍ତି ପୁଲିସ ଏହାର ଉତ୍ତର ଦେବା ଉଚିତ୍ ଆମକୁ ଅଟକାଇବାକୁ ପୁଲିସ ପାଖରେ କୌଣସି କାରଣ ନାହିଁ, ସେମାନଙ୍କୁ କେବଳ ଏପରି କରିବାକୁ କୁହାଯାଉଛି ।\' ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ପୂର୍ବତନ ଜଷ୍ଟିସ୍ ଏଲ୍ ନରସିଂହ ରେଡ୍ଡୀଙ୍କ ବ୍ୟତୀତ ପୂର୍ବତନ ଆଇପିଏସ୍ ରାଜପାଲ ସିଂହ, ପୂର୍ବତନ ଜାତୀୟ ମହିଳା ଆୟୋଗ ଚାରୁ ୱାଲି ଖନ୍ନା, ଆଇନଜୀବୀ ଓପି ଭାୟା ଏବଂ ଭବାନା ବଜାଜଙ୍କ ସହ ବରିଷ୍ଠ ସାମ୍ବାଦିକ ସଞ୍ଜୀବ ନାୟକ ମଧ୍ୟ ଅଛନ୍ତି ।


Comments

Popular posts from this blog

ଓଡିଶାରେ ଲଭ ଜିହାଦ

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର -ମୁସଲମାନଙ୍କ ବର୍ବରତା